ପିଲାଦିନ- ୧୫ (Childhood-15)
D
0
Altın Yaprak
ସେଦିନ କାକଳି
ଖେଳଛୁଟି ବେଳକୁ
ଆସିଲେ!
ମୋ ମନ କଷ୍ଟହେଲା
ତାଙ୍କ ପାଖକୁ ଗଲି
ଆଉ କହିଲି:
ତୁମେତ ଆଜି
ବହୁତପାଠ ପଡ଼ିପାରିଲନି,
ହଉ ଆସ, ଆମ ସ୍କୁଲପଛପଟ
ଝାଉଁ ବଣକୁ ଯିବା,
ସୁଲୁ ସୁଲିଆ ପବନ ବହୁଚି...
ଆସ ସେଇଠିକି ଯିବା
ପାଠ ପଢିବା!
ସେ ହସିଲେ,
କହିଲେ- ଥାଉ!
ପିଲାଦିନ!
Copyright @ Dillip K Swain
Bu şiiri puanla
Henüz puan verilmemiş