ଆର ଜନମରେ (In The Next Life)
D
0
Altın Yaprak
ତୁମେ ଦେଖ
ମୋତେ ସିନା
ନୀଚ ନଜରରେ
ତୁମକୁ ମୁଁ
ଦେଖିଥାଏ
ବଡ ନଜରରେ,
ଅତି ଆଦରରେ,
ଗଭୀର ପ୍ରେମରେ!
ହେଲାନାହିଁ
ଭେଟ ଯଦି
ଏଇ ଜନମରେ
ଭେଟ ହେବ
ଆର ଜନମରେ!
Copyright @ Dillip K Swain
Bu şiiri puanla
Henüz puan verilmemiş