Will She Return?
D
0
Altın Yaprak
ଥକା ଥକା ଲାଗେ ଆଜି ଦିନ
ଥକା ଥକା ଲାଗେ ମୋ ମନ
ସତେକି ଆସିବ ସିଏ
ଭରି ଦେବ ନୂଆ ଏକ ପ୍ରାଣ
ବସିଚି ତା ବାଟକୁ ମୁଁ ଚାହିଁ
ଆସିବ ମୋ ମନ ଅଗଣାକୁ!
ସତେ କି ତା ପାଉଜି ର ଶବ୍ଦ
ସୁଭି ବ କି ଆଉ ମୋ କାନରେ?
ସତେକି ଆଣିଦେବ
ନୂଆ ଏକ ଉଦ୍ବେଳନ
ମୋ ମନରେ?
ଆହତ ପକ୍ଷୀ ର ବେଦନାରେ?
ମୋ ନିରାଶ ପ୍ରାଣରେ?
Copyright @Dillip K Swain
___________________________________________________
After a little misunderstanding between a lover and his beloved, the lover realizes his mistake and his life is incomplete without his sweetheart and desires to restore his broken relationship with his partner! The lover expects his beloved to be back! This poem addresses the despair of the lover in a pensive mood!
Bu şiiri puanla
Henüz puan verilmemiş