ଜଗନ୍ନାଥ ଦାସ-1 Jagannath Das
G
0
Altın Yaprak
ବିଘ୍ନ ସମୁହେ ନାହିଁ ଭ୍ରାନ୍ତି,
ସକଳ କ୍ଲେଶୁ ନିସ୍ତରନ୍ତି-ଜଗନ୍ନାଥ ଦାସ।
ବିଘ୍ନ କୋଉଠି?
କ୍ଲେଶ କଣ?
ଜାଣେ,
ତୁମ ଭାଷାଟିକକରେ
ମୋର ଯଶ
ମୋର ଆୟୁଷ
ମୋର ସ୍ୱର୍ଗ ।
ତୁମ ଭାଷାଟିକକରେ
ମୋର ଜନମାନ,
ସ୍ୱସ୍ତ୍ୟୟନ।
ଦିନ, ପ୍ରତିଦିନ
ଅନୁସରୁଛି ବିଧିବିଧାନ।
ଶୁଣ,
ଥାଉ ନ ଥାଉ କର୍ଣ।
ଅଛି ତ ନୟନ,
ଦେଖ ମୋର ଗମନ,
ବ୍ରହ୍ମଶକ୍ତିରେ ଲୀନ।
Bu şiiri puanla
Henüz puan verilmemiş