ବନ୍ଧୁଟିଏa Friend
G
0
Altın Yaprak
ବନ୍ଧୁଟିଏ ଯେତେବେଳେ ଅନ୍ୟ ବନ୍ଧୁର ବିରୋଧରେ ଯାଏ
ବୃଥା ଅବୁଝାମଣାହେତୁ କୌଣସି ନା କୌଣସି କାରଣରୁ
ଦେହରେ ମନରେ ମରଣାନ୍ତକପୀଡା ଭଳି
ଗଭୀର ଦୁଃଖ ଓ ଯନ୍ତ୍ରଣା ଅନୁଭବ ହୋଇଥାଏ।
In English;
When a friend goes against another
With unnecessary misunderstanding or for any reason
It gives immense death like pain
And with deep feeling of sorrows.
Bu şiiri puanla
Henüz puan verilmemiş