ଶବ୍ଦସବୁ All Words
G
0
Altın Yaprak
1.
ଲୁହ ରକ୍ତ ଭିତରେ
ଫରକ ଦେଖ ନା।
ଦେଖ ଉଡାଣ୍ ।
ହଠାତ୍
କିଛି କୁହ ନା।
ସାର ଖାନା।
ଥାଅ ଯୋଉଠି,
ଚିନ୍ତା କର ନା।
2.
କହିବାକୁ ନାହିଁ କିଛି,
ଅଛି ଖାଲି ଦେଖିବାକୁ,
ଅଛି ଖାଲି ଶୁଣିବାକୁ।
ଶବ୍ଦସବୁ ଖଜବଜ
ଶୁଣେଇବାକୁ ଇତିହାସ।
ଦୃଶ୍ଯ ସବୁ ହମହମ
ଦେଖେଇବାକୁ ଭିତରବାହାର
ଆରମ୍ଭ ଆଉ ବି ଶେଷ।
କିଛି ନାହିଁ, କେହି ନାହିଁ,
ଅଛି ଯାହା ସେସବୁରେ
ନାହିଁ ସଂପର୍କ କାହାର,
ଯୋଉମାନେ କରୁଛନ୍ତି
ହର୍ମିଶା ଯା ଆସ।
Bu şiiri puanla
Henüz puan verilmemiş