Close Not Eyesବନ୍ଦ କରି ଦିଅ ନା ଆଖି
G
0
Altın Yaprak
Close not eyes,
Believe not
What you are
Seeing all true.
Nothing will happen
If you close your ears
But hear.
Tell not anything
If you tell
Nothing will remain
Anywhere in tact.
- -
Rendering into Odia language,
Script is Brahmi;
ବନ୍ଦ କରି ଦିଅ ନା ଆଖି,
ବିଶ୍ବାସ ବି କର ନା
ଯାହା ଦେଖୁଛ ସତ ସବୁ।
ବନ୍ଦ କରିଦେଲେ ବି କାନ
ହେବ ନି ଅସୁବିଧା
କିନ୍ତୁ ଶୁଣ।
କୁହ ନା କିଛି
କହିଦେଲେ ଥାଏ ନା
ଆଉ କିଛି କୋଉଠି ସଠିକ୍।
Bu şiiri puanla
Henüz puan verilmemiş