ରାଜ୍ୟସାରା ଅନ୍ଧାର Dark Everywhere In The State
G
0
Altın Yaprak
ରଜା ଯଦି ନ ଶୁଣିଲା
ନ ବୁଝିଲା ପ୍ରଜାର ଭାଷା,
ଜାଣ, ଶିରୀ ନାହିଁ ରାଜ୍ୟରେ,
ଯେମିତି ଅନଳେ ଶରୀର ।
ସତ୍ୟ ଧର୍ମ ଆଉ ରହିଲା କୋଉଠି,
ମାଟିର ଭାଷା ନ ରହିଲା ଯଦି!
ଅନୀତି ଅଧର୍ମ ବ୍ୟାପିଲା
ଜାଣ, ରାଜ୍ୟସାରା ଅନ୍ଧାର ।
Bu şiiri puanla
Henüz puan verilmemiş