ଆଶ୍ଚର୍ଯ୍ଯ ପ୍ରତ୍ୟେକ ଦିନ Each Dayis Wonderful
G
0
Altın Yaprak
ଆଶ୍ଚର୍ଯ୍ଯ ପ୍ରତ୍ୟେକ ଦିନ
ଗଜାନନ ମିଶ୍ର
ସୌନ୍ଦର୍ଯ୍ୟର ଗନ୍ତାଘର
ଜୀବନ।
ଝଲଝଲାତ୍ ଆଲୁଅର
ପବିତ୍ରଧାର ମନ।
ବିଶ୍ବାସରେ ରଖ
ପାଣି ପବନ।
ଆଶ୍ଚର୍ଯ୍ଯ ଦେଖ
ପ୍ରତ୍ୟେକ ଦିନ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
12/10/2019
Bu şiiri puanla
Henüz puan verilmemiş