ପରପୀଡା Harm Or Causing Pain
G
0
Altın Yaprak
ପରପୀଡା ସମ ପାପ
ନାହିଁ ଧରାତଳେ।
ରାକ୍ଷସ ହିଁ ସେ
ଅପରର କ୍ଷତି
କରୁଥାଏ ଯିଏ
କଳେବଳେ କଉଶଳେ।
ଦ୍ରୋହ ଦ୍ୱେଷ
କରିଥାଏ ନିଜକୁ ହିଁ ଶେଷ।
11/11/2019
Bu şiiri puanla
Henüz puan verilmemiş