ମୋରନେ ନେଇଁ ନ କିଛୁ I Have Nothing
G
0
Altın Yaprak
ମୋରନେ ନେଇଁ ନ କିଛୁ,
ହର୍ମିଶା ମୋର ମା ଇନେ ହଉଛେ ବାଏବିଛୁ।
କେନ୍ତାକରି କାଣା କରମି।
କେନ ଭାଷାଥି କେନ ଶବଦ ଲଗେଇକରି
କାଣା କହେମି ଭାବି ନାଇଁ ମୁଇଁ ପଶୁ।
English rendering;
I have nothing,
And my mother always
In pain, wandering here.
What shall I do and how?
In which language and
In which words
What shall I say,
I am not able to think,
Such animal I am.
Bu şiiri puanla
Henüz puan verilmemiş