ଗହଳିର ବ୍ୟସ୍ତତାରେ In Business Of The Crowd
G
0
Altın Yaprak
ପାଇଲି ନାହିଁ
ନଦୀକୁ
ନାରୀକୁ।
ପାଇଲି ନାହିଁ
ନିଜକୁ।
ନିଜେ ମୁଁ
ପୂର୍ବରେ,
ନିଜେ
ପଶ୍ଚିମରେ।
ଭୂତ ହୋଇ,
ଭଲ ପାଇଲି,
ଜଣା ନାହିଁ
କାହାକୁ।
ପାଇଲି,
ପାଇଲି ନାହିଁ,
ମୁଁ ମତେ
ଗହଳିର ବ୍ୟସ୍ତତାରେ।
Bu şiiri puanla
Henüz puan verilmemiş