ନ୍ୟାୟପାଳିକା! Judiciary
G
0
Altın Yaprak
ନ୍ୟାୟପାଳିକା!
ନ୍ୟାୟ କଣ ଅନ୍ୟାୟ କଣ
ଜାଣିବା ଉଚିତ୍ ନୁହଁ?
ଧନ୍ୟ,
ଆମ ଜୀବନ!
ଛି କରିବାକୁ ବି
ବଳୁ ନାହିଁ ମନ।
ତୁମ ପାଇଁ
ବେକାରରେ ଯାଉଛି
ଆମର ସବୁ ଧନ।
ଆଉ ରଖିଛ କଣ
ଦେବାକୁ ଯୋଗ୍ୟତାର ପ୍ରମାଣ!
ମାତୃଭାଷା ମାତୃଭୂମିକୁ
କରିଦେଲଣି ଶୂନ୍ୟ।
Bu şiiri puanla
Henüz puan verilmemiş