ମାଏଟ ସୁଖା (Kosli) Dry Land
G
0
Altın Yaprak
ମାଏଟ ସୁଖା ମରଡି,
ଭାତ ମୁଠେକର କାଜେ
ଏତକି ଧାଁ ଧପଡି ।
ଭାଷା ପଦେକ ନେଇଁ ଫୁଟୁଛେ ଟୁଁଡେ,
ଇଜତ ମହତ ଗଲା ନ ଡାଁଡେ ।
Bu şiiri puanla
Henüz puan verilmemiş