Love ପ୍ରେମ

G Gajanan Mishra Gajanan Mishra
0 Altın Yaprak
I will come In your life Not like others come, I will come like The teeth of a boy That fall and appear. I will come to stay for long Till your hair become white Bringing materials You color it and try to Hide white hair again And again And before all I declare you mine, Like this I will come. Original in Hindi by Bandhu Pushkar. କବିତା ମତେ ଛୁଇଁ ଗଲା, ଦୁଇଟା ଭାଷାରେ ଦେଖୁନ୍- ; କୋସଲିରେ ଆଏମି ତମର ଜିବନେ ଆସି ଏକା ଜିମି ଜେନ୍ତା ସଭେ ଆଏସନ ହେନ୍ତା ଆସେଁ ନେଇଁ ଏନ୍ତା ଆଏମି ଜେନ୍ତା ଗୁଟେ ଛୁଆର ଦାଁତ୍ ଆଏସି, ଝଡସି, ଫେର୍ ଆଏସି। ଗୁରଦୁ ବେଲତକ୍ ରହେବାରକାଜେ ଆଏମି ତୁମର ବାଲ ଧଲା ହେବା ଆରୁ ତମେ ବଜାରରୁ ଆନିକରି ରଁଗ ରଚାବ ଧଲାବାଲକେ ଲୁକାବାରକାଜେ, ଲୁକଉଥିବ। ଆରୁ ସଭକର୍ ସାମ୍ନେ ତମକେ ଅପନାମି ଏନ୍ତା ମୁଇଁ ଆଏମି। ---------- ; ଓଡିଆରେ - ପ୍ରେମ - ମୁଁ ତୁମ ଜୀବନରେ ଆସିବି, ଆସି ହିଁ ଯିବି ସମସ୍ତେ ଆସନ୍ତି ଯେମିତି ଆସିବି ନି ସେମିତି ମୁଁ ଏପରି ଆସିବି ଯେପରି କୌଣସି ଛୁଆର ପାଟିକୁ ଦାନ୍ତ ଆସେ, ଭାଙ୍ଗେ, ଆଉ ପୁଣି ଆସେ। ବହୁତ ବେଳଯାଏ ରହିବାକୁ ଆସିବି ତୁମ ବାଳ ଧଳା ହେବ ବଜାରରେ ମିଳୁଥିବା ଉପକରଣରେ ତୁମେ ଲୁଚାଇବ, ପୁଣି ଲୁଚାଇବ। ପୁଣି ମତେ ସଭିଙ୍କ ସାମ୍ନାରେ ତୁମକୁ ଆପଣେଇବାକୁ ହେବ ଏମିତି ହିଁ ଆସିବି ମୁଁ। ମୂଳ ରଚନା- ବନ୍ଧୁ ପୁଷ୍କର ସୌଜନ୍ୟ- ବାଗର୍ଥ ଡିସେମ୍ବର 2023

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.