ମଣିଷ-ଅମୃତ ସନ୍ତାନ Men-Son Of Nectar
G
0
Altın Yaprak
ଆର୍ତ ନୁହଁ ମଣିଷ,
ଅମୃତ ସନ୍ତାନ ଆର୍ତ
ହୋଇପାରେ ନା।
ମଣିଷ ସମର୍ଥ, ସମୃଦ୍ଧ, ଦକ୍ଷ।
ବିକଳ୍ପ ନାହିଁ ମଣିଷର।
ଗୋଟିଏ ମଣିଷ ଗୋଟିଏ ବିଶ୍ୱ।
ଅନେକ ସମ୍ଭାବନାରେ ଭରପୁର।
ମଣିଷ ସତ୍ୟ,
ମଣିଷ ଜାଣେ ପ୍ରେମର ଅର୍ଥ।
ସମୟକୁ କରିଛି ହାତ ଆଉ ଜାଣିଛି
ଡେଇଁ ଜୀବନ ସ୍ରୋତ।
ସାଧନାର କଷଟିରେ ଜିଇଁଛି
ଆଉ ସ୍ୱୟଂ କରିଛି
ଗମନ ପଥକୁ ଆଲୋକିତ।
Bu şiiri puanla
Henüz puan verilmemiş