ମା ମାଟି ମାତୃଭାଷା Mother, Motherland And Mother Language
G
0
Altın Yaprak
ମା ମାଟି ମାତୃଭାଷାକୁ
ସମ୍ମାନ ସହିତ
ରଖେ ନାହିଁ ଯିଏ,
ସବୁ ପରିଚିତି
ବିନାଶ ହୁଏ,
ରୁଦ୍ଧ ହୁଏ ପୁଣି
ଗତି ଆଉ ମୁକ୍ତି,
ଆଉ ଯାଏ ନାଶ ଅଳ୍ପେ ।
Bu şiiri puanla
Henüz puan verilmemiş