ମୁଇଁ ହେନ୍ତା ଭି Naturally I Am
G
0
Altın Yaprak
ଛନ୍ଦଲେଇ ହେଇଛେ ହେନକେନ
ହେ ବସନ୍ତ, ନି ହେଲେ ନେଇଁ ପହଁଚିଥିତା ନ କେଁ
ଏତକିବେଲତକ୍ ଇନେ।
ମୁଇଁ ହେନ୍ତା ଭି ଗୁରା ଆଏ
ଆରୁ ଦିଶୁଛେଁ ତରା ବାଗିର୍
ଖୁଲାମେଲା ମୋର୍ ଘର୍ ଦୁଆର୍।
ଆଏମି ଆଏମି ବଲୁଛେ ଭାଏଲ୍?
ଆଏଲେ ଭି ଇନ ଆରୁ ସେ ଆଘର ସୁଖ୍
ମିଲବା ଭାଏଲ?
ମୁଇଁ ନେଇଁ ଜାନି ଆରୁ କିଛୁ ଆରୁ ଦେଖୁନ୍
ହୁରଗୁନି ହେଇକରି ସାରୁଛେଁ ସମିଆଁ
ସୁଇନଭଟାନେ।
ଜେତକି ଜେନଆଡକେ ଜେନ୍ତାକରି ଦେଖଲେ ଭି
ବମୁରତଲେ ମୁଇଁ ସିଝୁଛେଁ, କେ ଅଜନା?
Bu şiiri puanla
Henüz puan verilmemiş