No Sleep At Night ନିଦ ନାହିଁ ରାତିରେ
G
0
Altın Yaprak
No sleep at night,
And I am alone.
Nothing is mine
And I am crying.
I know not
The reasons.
And who am I
How can I tell you.
...
Rendering into Odia language,
Script is Brahmi;
ନିଦ ନାହିଁ ରାତିରେ
ଆଉ ମୁଁ ଏକା।
କିଛି ନୁହଁ ମୋର
ଆଉ କାନ୍ଦୁଛି ମୁଁ।
କାରଣ,
ଜାଣେ ନା ମୁଁ।
ଆଉ ମୁଁ କିଏ
କେମିତି କହିବି ତୁମକୁ।
Bu şiiri puanla
Henüz puan verilmemiş