ସରକାରୀ ଭାଷା (Odia Language Of The Govt)
G
0
Altın Yaprak
ଜୟ ହେଉ, ଜୟ ହେଉ ।
ଓଡିଆ ସରକାରୀ ଭାଷା,
ଏହାକୁ ଯିଏ ପାଳନ ନ କରିବ,
ଓଡିଶା ଛାଡୁ ।
ଓଡିଆ ଛଡା ଅନ୍ୟ ଭାଷା
ବେଆଇନ, ଗ୍ରହଣ ନ ହେଉ,
ଏହାକୁ ଯିଏ ପାଳନ ନ କରିବ
ଓଡିଶା ଛାଡୁ ।
Jay heu, jay heu.
Odia, sarkari bhasha,
Ehaku jie palana na kariba,
Odisha chhadu.
Odia chhada anya bhasha
Be-aaina, grahana na heu,
Ehaku jie palana na kariba
Odisha chhadu.
Bu şiiri puanla
Henüz puan verilmemiş