ଗୋଟିଏ କୁଟୁମ୍ୱ ଆମେ One Family All
G
0
Altın Yaprak
ଗୋଟିଏ କୁଟୁମ୍ୱ ଆମେ
ଗୋଟିଏ ଆମେ ସକଳେ।
ଆମ୍ଭର ଧନ ସତ୍ୟ
ଆମ୍ଭର ଶକ୍ତି ପ୍ରେମ।
ଆମେ ନୁହଁ କେହି ସାମାନ୍ୟ।
ପ୍ରତ୍ୟେକଙ୍କ ପାଖରେ କାମ
ଯାହା ଗୁରୁତ୍ୱପୂର୍ଣ।
ଅବହେଳାରେ ନ କରିବା
କିଛି ଶୂନ୍ୟ।
ବିଟାର କରି ଆଗେଇବା
ପାପ ପୂଣ୍ୟ କର୍ମ।
କୋଉଠି ଥିଲେ ଆମେ
ଅଛେ କୋଉଠି ଏଇନେ
ଜାଣିବା କୋଉଟା ଏ ସ୍ଥାନ।
ଠଉରେଇ ରୂପ ରେଖ ବର୍ଣ ଚିହ୍ନ
କାଟିବା ଜୀବନ ଗଣି ଗଣି ଦିନ।
ସୂର୍ଯ୍ୟର ତେଜରେ ରହିବା
ନାଶି ଅନ୍ଧାର ଭିତର ବାହାର।
Bu şiiri puanla
Henüz puan verilmemiş