ନଏଦ ଯଉଛେ ବହି River Is Flowing
G
0
Altın Yaprak
1
କେନ ହସିଥି କାଣା ଅଛେ
କିଏ ପାରବା କହି,
କେନ ମାଏଟ ଯଉଛେ
କେନକେ କହିଦେମି ସଟୋ କିନା
ନେଇଁ ନ ମୋର ମୁଡେ ଦହି।
ନଏଦ ଯଉଛେ ବହି,
ଆକାଶ ଯଉଛେ
ଜେନରଟା ସେନେ ରହି।
2.
ଧାନଖେଡ ବତରିଲେ
କଟାଯାଏସି,
ଗଢିହେଲା ଉତାରୁ
ଛୁଆ ବାହାରିପଡସି,
ଯୁଦ୍ଧ ସରଲା ପରେ
ଜିତଲାବାଲା ପଲେଇ ଆଏସି,
ସମିଆରନୁ ଅଏଧକା ରହେଲେ
କିଛୁ କିଛୁ ବିପଦ ପଡସି।
Bu şiiri puanla
Henüz puan verilmemiş