Seeing Our Loveଆମ ପ୍ରେମ ଦେଖି
G
0
Altın Yaprak
Seeing our love,
Cloak stops.
Seeing cloak stops,
Fly away the cock.
Madness is there in cock,
And the air stops at rock.
The rock melts away
In hot and cold for us.
Odia rendering;
ଆମ ପ୍ରେମ ଦେଖି
ବନ୍ଦ ହୋଇଗଲା ଘଣ୍ଟା।
ଘଣ୍ଟାର ବନ୍ଦ ହେବା ଦେଖି
ଗଂଜା ଉଡିଗଲା।
ଗଂଜାଠି ଥିଲା ପାଗଳାମି
ପଥରରେ ରହିଗଲା ପବନ।
ତରଳିଗଲା ପଥର
ଥଣ୍ଡାଗରମରେ ଆମ ପାଇଁ।
Bu şiiri puanla
Henüz puan verilmemiş