ବତେଇ ଦିଅ ଗୁସେଇଁ Tell Me Sir
G
0
Altın Yaprak
ପୁଷ୍ପାଳୟରେ ପୁଷ୍ପ ନେଇଁ
ବିଦ୍ୟାଳୟରେ ବିଦ୍ୟା ନେଇଁ
ନ୍ୟାୟାଳୟରେ ନ୍ୟାୟ ନେଇଁ
କାଣା ଆରୁ କେନ ମିଲବା
ବତେଇ ଦିଅ ଗୁସେଇଁ।
Bu şiiri puanla
Henüz puan verilmemiş