Tell Me The Number କହିଦିଅ ମତେ ସଂଖ୍ୟା
G
0
Altın Yaprak
Tell me the number,
Both close and open.
I am here to tell you
The size of the sky
And the ocean.
I am here to handover
The moon and the sun.
I am here the unborn.
Odia rendering;
କହିଦିଅ ମତେ ସଂଖ୍ୟା
ଆରମ୍ଭର ଆଉ ଶେଷର।
ମୁଁ ଅଛି ଏଠି କହିବାକୁ ତୁମକୁ ଆକାଶ
ଆଉ ସମୁଦ୍ରର ଆକାର।
ଅଛି ମୁଁ ଏଠି କରିବାକୁ ହସ୍ତାନ୍ତର
ଚନ୍ଦ୍ର ଆଉ ସୂର୍ଯ୍ୟ।
ଅଛି ଏଠି ମୁଁ ଯିଏ ହୋଇ ନି ଜନ୍ମ।
Bu şiiri puanla
Henüz puan verilmemiş