ହେମାନେ ସଭେ They Are All
G
0
Altın Yaprak
ଭୁକାଶୁସା ଉଡିସା
ଗଜାନନ ମିଶ୍ର
କହୁଥିଲା ମୋର ଜିଜିମା,
ଭାଗିଆଏଲୁଁରେ ପୁଓ
ବାଂଚିଗଲୁଁ।
ଉଚକିପୁଚକି ଦଉଥିଲେ
ହେଲକେ ଆମକେ।
କରବେ ସଭୁ ଅନିଏ
ଆରୁ ଖାପି ଦେବେ ତମକେ।
ତାରବୁହା ନେଇଁ ବାଂଚ,
ଦଜାଧରମ କିଛୁ ନେଇଁ ପ।
ହେ ଟୁରେକର୍ ନୁ
ଭାଗିଆଏଲାକେ
ମୁନୁସମାକର ହେଲ
ନେଇଁ ତ ଚାଟି ଜେଇ ଥିତ!
କଏଲଜା ଘିଚି ନେବାର ଲୋକ
ହେମାନେ ସଭେ
ଖଟପିଲାରନୁ ପେଟପିଲାତକ୍।
ତପୋବନ, ଟିଟିଲାଗଡ, ବଲାଙ୍ଗିର
17/10/2019
Bu şiiri puanla
Henüz puan verilmemiş