ଆଏଲା ବାଘ୍, Tiger Came
G
0
Altın Yaprak
ସାତରୁ ସତେଇଶ
ସାରଲା ଭଗବତ ସପ୍ତା,
କେତେ ହେଲା, କାଣା ହେଲା,
କେନ୍ତା ହେଲା,
ନେଇଁ ଜାନି କିଛୁ,
ପଛକେ ପଛ, ଫେର
କଲା ଅସୁଲି ହପ୍ତା।
ହପ୍ତାକେ ହପ୍ତା
ହେଲା ହାଜର, କହେଲା
ନେଇଁ ଜାନି କେଁ ବୁଆ,
ହଉଥିଲା ଅଚାବୁହା।
ଫେରଭି ଲାଗିଥିଲା
ଭାଙ୍ଗବାରକାଜେ ଘର୍,
ଥୁପିଥିଲା ବମ୍।
ଫୁସକିଗଲା ଜେତକିବେଲେ
ଜୁଏ ଜାଲଲା ବାହାରେ।
ହେଲା ଭାଏଲ କାଣା?
ଜୁନହା ଚୋରକେ
କରବା କେନ୍ତାକରି
କେନ ବିଶାସ୍।
ନେବାରକାଜେ ବେଟି
ଆଏଲା ବାଘ୍, ଜାନଲା
ଚିକିରପୋ, ଠକଲେ
କରସି କେନ୍ତା ସମିଆ
ଛଟୋପଟୋ।
Bu şiiri puanla
Henüz puan verilmemiş