Two Kosli Poems
G
0
Altın Yaprak
1.
ଛେଲମାନକେ ନେଇ କରି
ଧାନ ମଡେଇ ହେବା କେଁ?
ଚଟିଁଆମାନକେ ନେଇକରି
ଆକାଶ ମାପି ହେବା କେଁ?
ଆଏଉପାଏ ଜେତକର କଲେ ଭି
ପଥର ଉଠିକରି ଉଡବା କେଁ?
2.
ଝନେ ଜଦରଭି ବାଟ ଚାଲବା ଏକ ଲହସି,
କେନ ଚିକିରପୋ ଅଛେ ଜେ ପାରବା ଅଟକେଇ।
ଜେନ ପହଂଚିମି ବଲବା
ଅଲବତ୍ ପହଂଚିବା ହେନ।
କିହେ ଭି ଅଟକେଇ ନେଇ ପାରନ୍ ।
Bu şiiri puanla
Henüz puan verilmemiş