ଅଯଥା ଫାଇଦା Unnecessary Profit
G
0
Altın Yaprak
ବୁଲବୁଲ ବାତ୍ଯା
ଗଜାନନ ମିଶ୍ର
ବୁଲବୁଲ ବାତ୍ୟାକୁ ନେଇ
ଏତେ ଆତଙ୍କିତ ହେବାର
ନାଇଁ କିଛି କାରଣ।
କିଏ ଅଛି କି ନ ଅଛି
କିଏ ଆସୁଛି କି ଯାଉଛି
କିଏ କଣ କୋଉଠି କରୁଛି
ଏସବୁର ଆଲୋଚନାରେ
ମୋର ଜମାରୁ ନାଇଁ ମନ।
ବିଶ୍ବାସରେ ବିଷ ଦେଇ
ମୁଁ କାହା ମତି
କେବେ କରି ନି ହରଣ
କି ନେଇ ନି ଅଯଥା ଫାଇଦା
କାହାଠୁ କଣ, ରହିଛି
ମୁଁ ମୋର ଶୂନ୍ଯ ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
8/11/2019
Bu şiiri puanla
Henüz puan verilmemiş