ପାଣିନିଆଁ Water Fire
G
0
Altın Yaprak
ଶୀତ ନାହିଁ, ନାହିଁ ଶୀତ।
ଅଛ ତୁମେ, ତୁମେ ଅଛ।
ମୁଁ ମୋର ଖୋଜି ଚାଲିଛି ମତେ,
ଅଛି ଆଉ ନାହିଁର ଭିତରେ।
ଧୂଳିଧୂଆଁ ଆଉ ପାଣିନିଆଁ
ସବୁକୁ ଏକ ଦେଖିବା ମଣିଷପଣିଆଁ।
ଯାଉଣୁଆସୁଣୁ ସରୁଛି ଦୁନିଆଁ, ମିଆଁ।
Bu şiiri puanla
Henüz puan verilmemiş