ବେମତଲବକେ With No Reason
G
0
Altın Yaprak
ବେମତଲବକେ
ଗଜାନନ ମିଶ୍ର
ସଭକର ମନକେ
ଖୁସିଥି ରଖମି
ବଏଲାବେଲକେ
ନେଇଁ ହେବାର
ଖୁସି କିହେ!
କାଣା ହେଲା?
ମୋର ଭିତରେ
ସବୁ ଗୁଲମାଲର
ଅଛେ କେଁ ଜଡ!
ମୁଇଁ ସଲା ଭୁକୁଡଚୋଦ
ସକାଲୁ ବେଲବୁଡାତକ୍
ବକ୍ ବକ୍ ହଉଛେଁ!
ଘିଚିଟାନି ହଉଛେଁ
ବେମତଲବକେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
2/11/2019
Bu şiiri puanla
Henüz puan verilmemiş