ସୂର୍ଯ୍ୟଙ୍କ ସାମ୍ରାଜ୍ୟ ଭିତରେ Within The Empire Of The Sun
G
0
Altın Yaprak
ସୂର୍ଯ୍ୟଙ୍କ ସାମ୍ରାଜ୍ୟ ଭିତରେ
ରାଜୁତି ବରଫର।
ଗୀତରେ ପ୍ରାଧାନ୍ୟ
ଶୀତର।
କହି ନୁ କାହାକୁ କିଛି
ତଥାପି ଯେ ଝା ବୁଝୁଛନ୍ତି
ଆପଣା ରାସ୍ତା।
ରାସ୍ତା ଲମ୍ୱିଛି ଏଇଠୁ ଏଇଯାଏ
ଆଉ ଯାଉଛି ବଦଳି
ଆସିଲାବେଳକୁ ପୁଣି ସୂର୍ଯ୍ୟ।
Bu şiiri puanla
Henüz puan verilmemiş