ମିଳନ ର ରଙ୍ଗ- 07 (Milana Ra Ranga -007/Odia Poem)
S
0
Altın Yaprak
ଏବେ ବାର ବାର
ମୋ ଭିତରେ
ଆଗ ଠାରୁ
ବହୁ ଗୁଣେ ଜ୍ୱାଳା
ତମ ଠାରୁ
ଦୂର ରେ ରହିଲେ
ଶ୍ମଶାନ ମୋ
ମନ ପାନ୍ଥଶାଳା...
Bu şiiri puanla
Henüz puan verilmemiş