ମିଳନ ର ରଙ୍ଗ- 16 (Milana Ra Ranga -016/Odia Poem)
S
0
Altın Yaprak
ଆମ ନିଜ ନିଜ ପରିଧି ରୁ
କେନ୍ଦ୍ର ର ଆଡକୁ
ଆଉଜିବା, ଛାତି ଆମ
ଆହୁରି ପାଖ କୁ ।
ଆକାଶ ର ଅଗଣା ରେ
ଫୁଲ ହୋଇ
ଫୁଟୁ ଥିବ ତାରା,
ମୋ ମୁହଁ ରେ ତୁମ ଓଠ
ଦେଉଥିବ
ସ୍ପର୍ଶ ଅପାଶୋରା ।।
Bu şiiri puanla
Henüz puan verilmemiş