ମିଳନ ର ରଙ୍ଗ- 19 (Milana Ra Ranga -019/Odia Poem)
S
0
Altın Yaprak
ଯେତେ ଯେତେ ଥର ମୋର
ତୁମ ଆଖି ସାଥେ ଆଖି ମିଶେ
ତମ ନୀଳ ନୀଳ ଉତ୍ତାପ ରେ-
ମୋ ସର୍ବାଙ୍ଗ ଭିଜିଯାଏ
ତୁମ ନଜର ନିଆଁ ରେ
ଜଳେ ମୁଁ ତ, ମୋ ଆତ୍ମା ଜୂଇ ରେ ।।
Bu şiiri puanla
Henüz puan verilmemiş