ମିଳନ ର ରଙ୍ଗ- 21 (Milana Ra Ranga -021/Odia Poem)
S
0
Altın Yaprak
ସେ ଦିନ ସପନେ ଥିଲ ମୋର,
ଦୁଇ ସାଥୀ ଯାକ ନିକଟ ରେ,
ମନ ମିତ, ସବୁ କିଛି ଆଣି
ଦେଉଥିଲା, ସେଇ ମୂହୁର୍ତ୍ତ ରେ ।
ମୋ ଅନ୍ତର ମିତ ମୋତେ ଦେଲା
ଜୀବନ ର ନୀଳ ଅନୁଭୂତି,
ମୋ ଦେହ ର ସାରା ମାନଚିତ୍ରେ -
ଦେଉଥିଲା ବୋକ-ଭରା-ତାତି ।।
Bu şiiri puanla
Henüz puan verilmemiş