ମିଳନ ର ରଙ୍ଗ- 28 (Milana Ra Ranga -028/Odia Poem)
S
0
Altın Yaprak
ଆଜି ସେଇ
ବେଳା
କେବେହେଲେ
ଆସିଲାନି କାହିଁକି ମୋ ପାଇଁ?
ତମ ସ୍ନେହ, ପ୍ରେମ,
ଦରଦ ର
ଯୋଗ୍ୟ ହେବା
କପାଳେ ମୋ ନାହିଁ? ?
Bu şiiri puanla
Henüz puan verilmemiş