ଝରା ସମୟ ର ଗୀତି- Passing Time(Odia)
S
0
Altın Yaprak
ପହିଲି ଉଷା ର ରଙ୍ଗେ ରଙ୍ଗେ ପ୍ରିୟ
ଚମକେ ତମରି ଦେହ
କସ୍ତୁରୀ ମୃଗ ର ବାସ ରେ ବାସ ରେ
ମୋ ହୃଦୟ ମହ ମହ
ଜଣେ ଆଙ୍କୁଥାଏ ଅୟମାରମ୍ଭ ଏ
ନିଶ୍ଚିତ ଅନ୍ତ ଟିର,
ଆର ତୁଳୀ ଆଙ୍କେ ଅନ୍ତିମ ଚରଣ
ଚିରନ୍ତନ ଆରମ୍ଭ ର ।।
Bu şiiri puanla
Henüz puan verilmemiş