ତୁମେ (Tume....)
S
0
Altın Yaprak
ତୁମକୁଖୋଜୁଛି
ଏ ଜୀବନ ପଥେ
ଖାଲି ଖାଲିଯେତେ କଂଟାର ଗାଲିଚା ରେ,
ତୁମକୁ ମୁଁ କିନ୍ତୁ
ହଜାଇ ଆସିଛି
ଜୀଇଁବା ର ଆଶା ଉଙ୍କିବା ର ପଥ ଧାରେ...
Bu şiiri puanla
Henüz puan verilmemiş