Gitanjali Poem No-1
B
0
Altın Yaprak
ଗୀତଞ୍ଜଳିର କବିତା -୧
ସୀମାହୀନ କରିଛ ମୋତେ
ତହିଁରେ ତୁମ ଆନନ୍ଦ
ଜୀବନ ପlତ୍ର ମୋ ଶୂନ୍ୟ କରିତୁମେ
ନୂତନ ଜୀବନଭରିଦିଅ ବାରବାର l
ଗିରି ପ୍ରାନ୍ତରେମୂର୍ଛିତ ହୁଏ
ତୁମ ବେଣୁ ରଧ୍ୱନି
ଜୀବନ ନିଃଶ୍ୱାସ ତହିଁ ଭରିଥଏ
ସଂଗୀତଚିରନ୍ତନୀ l
ତୁମ ହସ୍ତର ଅମୃତ ପରଶେ
ଅନ୍ତର ମୋଉଠେଉଛୁଳି
ଫୁଟି ଉଠେ ତହିଁ ଅଜସ୍ର
ଅବାକ ଆନନ୍ଦର କଳିl
ମୋର ଏକ୍ଷୁଦ୍ର ହସ୍ତ ପୁଟେ
ଭରିଦିଅ ତୁମ ଅନନ୍ତ ଉପହାର
ଯୁଗ ପରେ ଯୁଗଯାଏ ବିତି
ତଥାପି ଅପୂର୍ଣ୍ଣ ଥାଏ
ଅଶାର ଆଞ୍ଜୁଳାମୋରl
Bharati Nayak
Bu şiiri puanla
Henüz puan verilmemiş