ଗୀତାଞ୍ଜଳି ର କବିତା -୧୦(Gitanjali's Poem-10)
B
0
Altın Yaprak
ଗୀତଞ୍ଜଳିର କବିତା -୧୦
ଥୋଇ ଦିଅ ତୁମ ପଦ୍ମ ପାଦ
ଏଇ ପୀଢା ଉପରେ
ଯହିଁ ମଥା ନଇଁ ରହି ଥାଏ
ଏ ଦରିଦ୍ର ଅକିଞ୍ଚନ |
ମୋ ନମିତ ମଥା
ଛୁଇଁ ପରେ ନାହିଁ
ତୁମ ଗଭୀରତା
ତୁମେ ରହିଥାଅ
ନିଃସ୍ୱ ପତିତ ଗହଣେ |
ତୁମେ ଅପହଞ୍ଚ ଅହଂକାରଠାରୁ
ତୁମେ ଥାଅ ଗରୀବ କୁଟୀରେ |
ମୋ ହୃଦୟ ପାଏ ନାହିଁ ବାଟ
କେମିତି ମୁଁ ପହଂଚିବି ସେଠି
ଯହିଁ ତୁମେ ଚାଲୁଥାଅ ନିଃସ୍ୱ ଗହଣରେ |
Bu şiiri puanla
Henüz puan verilmemiş