ବିହଙ୍ଗ (Bird)
D
0
Altın Yaprak
ଉଡୁଚି
ସେ ବିହଙ୍ଗ,
ଆକାଶେ ଉଡୁଚି....
ତାକୁ ଉଡିବାକୁ ଦିଅ!
ଲୋଡ଼ା ନାହିଁ
ତୁମ ସୁନାର ପଞ୍ଜୁରୀ
ମୁକ୍ତିର ଗାଥା ଗାଉଥିବା
ସେ ବିହଙ୍ଗର
ତୁମ ସୁନାର ପଞ୍ଜୁରୀକୁ
ଯତ୍ନରେ ରଖ
କିନ୍ତୁ ସେ ବିହଙ୍ଗକୁ
ମୁକ୍ତ ଆକାଶରେ
ଉଡିବାକୁ ଦିଅ!
Copyright @ Dillip K Swain
Bu şiiri puanla
Henüz puan verilmemiş