ପିଲାଦିନ- ୧୧ (Childhood-11)
D
0
Altın Yaprak
ଗଣେଶ ପୂଜା ରାତିରେ
ମୁଁ ଭଲରେ ଟିକେ
ଶୋଇପାରିଲିନି...
କାକଳି ମୋତେ
ଗାଳିଦେଇ ଚାଲିଗଲେ
କିନ୍ତୁ ମୋ ଉପରେ ରାଗିନଥିଲେ!
ମନକୁ ବୁଝେଇ ଶୋଇପଡିଲି...
ପିଲାଦିନର ଏମିତିକା
ଘଟଣାସବୁ ମନେପଡ଼ିଯାଏ
କିଛି ଖୁସି, କିଛି ଦୁଃଖ
ଫେଣ୍ଟା ଫେଣ୍ଟି ହେଇ
ପଛରେ ପକେଇଥିବା ଅନୁଭୂତି
ମନେପଡିଯାଏ!
ପିଲାଦିନ!
Copyright @ Dillip K Swain
Bu şiiri puanla
Henüz puan verilmemiş