ପିଲାଦିନ- ୧୨ (Childhood-12)
D
0
Altın Yaprak
ଅଷ୍ଟମ ଶ୍ରେଣୀର କଥା!
ଆମ ସ୍କୁଲର
କବାଡିରେ ମୁଁ ଏକ ନମ୍ବର ଖେଳାଳି!
ଡାଇଭି ମାରି ସେଣ୍ଟର ଲାଇନ
ଛୁଇଁବାକୁ ପସନ୍ଦ କରେ!
ଦିନେ ଡାଇଭିମାରୁଥିବା ବେଳେ
ହାଟଥ ଜଣେ ଅପରପକ୍ଷ୍ୟ ଖେଳାଳି
ମୁଣ୍ଡ ଟେକିଦେଲା ଆଉ ତା ମୁଣ୍ଡଟା
ମୋ ଅଥାନରେ ବାଜିଲା!
ସେଇ ଦିନଠୁ କବାଡିଖେଳା ବନ୍ଦ
ଆଉ ଡାଇଭି ମାରିବା ବନ୍ଦ!
Copyright @ Dillip K Swain
Bu şiiri puanla
Henüz puan verilmemiş