ପିଲାଦିନ- ୭ (Childhood-7)
D
0
Altın Yaprak
ପଞ୍ଚମ ଶ୍ରେଣୀରେ
ପଢ଼ୁଥିବା ବେଳର କଥା!
କାକଳି ମୋତେ
ଭାରି ଭଲପାଉଥିଲେ ସତେ!
ଥରେ ତାଙ୍କଘରୁ
ମୋ ପାଇଁ ଦିଟା
କାକେରା ପିଠା ଆଣିଥିଲେ!
ମୋତେ ଲୁଚେଇକି ଦେଲେ
ଭାରି ସୁଆଦିଆ ଥିଲା ସେଇ ପିଠା!
କାକଳିଟି ନିଜେ ନଖାଇ
ମୋତେ ଖୁଆଉଥିଲା
ଭଲ ଝିଅଟା
ଥିଲା ମୋ ଝିଅସାଙ୍ଗ କାକଳିଟା
Copyright @ Dillip K Swain
Bu şiiri puanla
Henüz puan verilmemiş