ଛୁଅଁନାହିଁ ମୋ ଶବକୁ (Don't Touch My Dead Body)
D
0
Altın Yaprak
ସତ କହିଲେ
ମୁଁ ମଶାଣିକୁ ଯିବି
ଆଉ ମିଛ କହି କହି
ଜଗତ ଯିତିବି!
ନାହିଁ ମୋର
ଜଗତ ଜିତିବାର ଇଛା,
ମୋତେ ନିଅ ମଶାଣୀକୁ
ଆଉ ଡାକ ଦୁଇ ସାଧୁଙ୍କୁ
ପିନ୍ଧାଇ ଦେବେ ସେମାନେ
ମଲା ଏକ ତିମିମାଛ ପରି
ମୋ ଦୀର୍ଘକାୟ ଶରୀରରେ
ଦୁଇଟି ସଜ ଫୁଲମାଳ!
ଛୁଅଁନାହିଁ ମୋ ଶବକୁ!
ଡାକିଆଣ ଦୁଇ ସାଧୁଙ୍କୁ
ନିଅନ୍ତୁ ଟେକି ଟେକି
ହାଉଲେ ହାଉଲେ
ମୋ କୋକେଇ
ଆମ ଗାଁ ମଶାଣୀକୁ...
Copyright @ Dillip K Swain
Bu şiiri puanla
Henüz puan verilmemiş