ପୂରିଛେ ସବୁ, All Fill Up
G
0
Altın Yaprak
ପାଇଲଟ ବିସ୍କୁଟ
ଅଛେ ଏତକିଦିନତକ୍।
ଖାଏଲେ ନେଇଁ,
ଖେଇ ନେଇଁ ପାରଲେ
ଚାଁଟି ମକରା।
ଯେତେ ହଉ ଦୁର୍ଘଟନା,
ଆମେ ରହିଛୁଁ, ରହେମା।
ମରବେ ହେମାନେ
ହଉଛନ୍ ଦୁଖର କାରନ
ଜେନମାନେ।
ହେମାନେ,
ଗଦ୍ଦାର ନମକହାରାମମାନେ
ହେମାନେ,
ପରର ଶିରି ଦେଖି
ସେଁ ପୁଟ ପୁଟ ହଉଥିବା
ଅନମୁନଷିଆମାନେ ।
ମାଏଟ ପୁଡୁ
ଆକାଶ ଉଜଡୁ
ଡେନା ଛିଡୁ
ଥିବେ ଥିଲେ
ଆରୁ ଅଛନ୍
ସତ୍ ପୁରୁଷ୍।
ମୁଇଁ ଖୁଜୁଛେଁ
ଇନେ, ହେନ୍ତା
ଗୁଟେକେ।
ଅଛେ ହେ
ରଖିଛେ
ସଁଭାଲି ଭାବ୍ କେ।
ଭାବର ଜୀବନ,
ନେଇଁ ନ
ଅଭାବ କିଛୁ ଇନ।
ପୂରିଛେ ସବୁ,
ଟାଇଟନିକ ବାଗିର୍
ବୁଡଲେ ଜାହାଜ ବୁଡୁ।
Bu şiiri puanla
Henüz puan verilmemiş