ମରିବେ ସମସ୍ତେ All Would Die
G
0
Altın Yaprak
ମରିବେ ମରିବେ ମରିବେ ସମସ୍ତେ
ମାଟି ପାଣି ପବନ ଆଲୁଅ ଆକାଶ ସହିତେ।
ମରିବେ ମରିବେ ମରିବେ।
ଆଉ ମଲାବେଳେ କହିବେ ସତ ଆଉ
କହିଲାବେଳେ ସତ, ଦେଖାଇବେ ନାଟ।
ନାଟରେ ଥିବେ ରାଜା ରାଣୀ ମନ୍ତ୍ରୀ ପୁରୋହିତ
ଥିବେ ମିଛୁଆ ଖଚୁଆ ଲଂପଟ ବାବନାଭୂତ।
ଦିଶିବ ଚାରିଆଡ ଶୂନ୍ୟ, ନ ଥିବ ଜୀବନ,
ଆଉ ଥିବ ମନ କରିବାକୁ ଜୀବନ ପୂର୍ଣ।
Bu şiiri puanla
Henüz puan verilmemiş