ମରିବା ଯାଏ ମାର Stone To Death
G
0
Altın Yaprak
Stone to death,
Let the untruth
go away for ever.
Truth is not death,
Truth is life.
Truth is our mother,
Truth is our language,
Truth is our land.
Who so ever he may be,
One who covers the truth,
No fault if he be killed
Till death, brother.
- -
In Odia language;
ମରିବା ଯାଏ ମାର,
ଅସତ୍ୟକୁ ଯିବାକୁ ଦିଅ
ସବୁଦିନ ପାଇଁ।
ସତ୍ୟ ମୃତ୍ୟୁ ନୁହେଁ,
ସତ୍ୟ ହେଉଛି ଜୀବନ।
ସତ୍ୟ ଆମ ମା,
ସତ୍ୟ ଆମ ଭାଷା,
ସତ୍ୟ ଆମ ମାଟି।
ଯିଏ ବି ହେଉ ନା କାହିଁକି,
ସତ୍ୟକୁ ଢାଙ୍କି ରଖୁଛି ଯିଏ,
ମରିବା ଯାଏ ମାରିଲେ ବି
ଦୋଷ ନାହିଁ ଭାଇ।
Bu şiiri puanla
Henüz puan verilmemiş