ଆକାଶ ଆଉ And The Sky
G
0
Altın Yaprak
ଆକାଶ ଆଉ ନୀଳସାବ୍ଜା ନାହିଁ।
ସମୁଦ୍ର ଆଉ ରଖି ନାହିଁ ରତ୍ନ।
ମାଟି ରହୁ ନାହିଁ ସ୍ଥିର।
ବାଘ ନାହିଁ ହାତୀ ନାହିଁ
ଜଙ୍ଗଲରେ।
ମେଘ ଆଙ୍କୁ ନାହିଁ ଚିତ୍ର।
ରଙ୍ଗ ନାହିଁ
ଅସଜଡା ଜୀବନର ମାନଚିତ୍ର।
Bu şiiri puanla
Henüz puan verilmemiş